Published September 11, 2026 | Version NA

ଓଡିଆ ସମାଜବାଦୀ ବାସ୍ତବତାଧର୍ମୀ କବିତାର ଭାଷା

  • 1. ଡକ୍ଟର ଶ୍ରୀକାନ୍ତ କୁମାର ବାରିକ, ସହକାରୀ ପ୍ରଫେସର, ଓଡିଆ ବିଭାଗ. ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର

Description

କବିର ଭାବବୈଚିତ୍ର୍ୟ ହିଁ କବିତାର ଆତ୍ମା । ଏହି ଭାବବୈଚିତ୍ର୍ୟ ଯାହା ମାଧ୍ୟମରେ ପରିପୂର୍ଣ୍ଣ କାବି୍ୟକ ରୂପ ଗ୍ରହଣ କରେ ତାହା ହେଉଛି ଭାଷା ଓ ଶୈଳୀ । ଏହି ଭାବ, ଭାଷା ଓ ଶୈଳୀର ସହାବସ୍ଥାନ ସୃଷ୍ଟି ହୁଏ କବିତା । ମୁଖ୍ୟତଃ କବିତା କ୍ଷେତ୍ରରେ ଭାଷା ରଚନାର ପରିପାଟି  ବା ପ୍ରକାଶଭଙ୍ଗୀ ଭାବରେ ବ୍ୟବହାର କରାଯାଇଥାଏ । ସମାଜବାଦୀ ବାସ୍ତବତାଧର୍ମୀ କବିତାର ଭାଷା ପରିଚ୍ଛନ୍ନ, ପ୍ରାଞଳ ଏବଂ  ବସ୍ତୁଧର୍ମୀ । ଏଥିରେ ଭାଷି୍ୟକ ବାଗାଡମ୍ବର ନାହିଁ । ସହଜ, ସରଳ ଗଣମୁଖୀ ଭାଷାର ଆବେଦନ ହିଁ ଏହି ଧରଣର କବିତାର ସ୍ୱଧର୍ମ । ଦୈନନ୍ଦୀନ ଜୀବନରେ ପ୍ରଚଳିତ ସମାଜର ଚଲନ୍ତି ଭାଷା ଏଥିରେ ପ୍ରୟୋଗ କରାଯାଇଥାଏ । ସାମାଜିକ ବାସ୍ତବତାର ପ୍ରଶସ୍ଥ ଛାତି ଉପରେ ଠିଆ ହୋଇ ଏହି ନୂତନ ଭାଷି୍ୟକ ଶୈଳୀ କିଭଳି ସମାଜର ଲହୁଲୁହାଣ ମଣିଷର ଜୀବନ ସଂଘର୍ଷର ଗୀତ ଗାଇଛି ତାହା ଆଲୋଚ୍ୟ ପ୍ରବନ୍ଧର ମୁଖ୍ୟ ପ୍ରସଙ୍ଗ ।

Files

Article No - BPP00447.pdf

Files (225.7 kB)

Name Size
md5:4159bedb3ad2b1dcf50f9ba23c753c95
225.7 kB Preview Download

Additional details

Additional titles

Translated title (English)
Odia Samajbadi Bastabatadharmi Kabitara Bhasha

Software