ଭାରତୀୟ ଆର୍ଯ୍ୟଭାଷା ପରମ୍ପରାରେ ସଂସ୍କୃତ ଓ ଓଡ଼ିଆ: ଏକ ଭାଷାତାତ୍ତ୍ୱିକ ଅନୁଶୀଳନ
Authors/Creators
Description
ସଂସ୍କୃତ ଭାଷା ହେଉଛି ଭାରତୀୟ ଆର୍ଯ୍ୟ ଭାଷାର ପ୍ରାଚୀନତମ ରୂପ । ଓଡ଼ିଆ ଭାଷାର ମୂଳ ଉତ୍ସ ହେଉଛି ସଂସ୍କୃତ । ଓଡ଼ିଆ ଭାଷାର ଧ୍ୱନିତତ୍ତ୍ୱ, ଶବ୍ଦତତ୍ତ୍ୱ, ରୂପତତ୍ତ୍ୱ ଅର୍ଥତତ୍ତ୍ୱ ମୁଖ୍ୟତଃ ସଂସ୍କୃତ ଭାଷାରୁ ଆହାରଣ କରାଯାଇଛି। ବିଭିନ୍ନ କାରଣରୁ ଦ୍ରାବିଡ଼ ଓ ଅଷ୍ଟ୍ରୋ-ଏସିଆଟିକ୍ ଭାଷା ପରିବାର, ଆର୍ଯ୍ୟ ଓ ଆର୍ଯ୍ୟେତର ବହୁ ବୈଦେଶିକ ଭାଷା ଓଡ଼ିଆ ଭାଷା ଉପରେ ନ୍ୟୂନାଧିକ ପରିମାଣରେ ପ୍ରଭାବ ପକାଇଥିଲେ ମଧ୍ୟ ଓଡ଼ିଆ ଭାଷା ସଂସ୍କୃତ ଭାଷା ନିକଟରେ ଚୀରଋଣୀ । ସଂସ୍କୃତରେ ଅନେକ ସ୍ୱରଧ୍ୱନି ଓଡ଼ିଆ ଭାଷାରେ ଅପରିବର୍ତ୍ତିତ ରହିଛି ଓ କେତେକ ପରିବର୍ତ୍ତିତ ମଧ୍ୟ ହୋଇଯାଇଛି । ଏବଂ କେତେକ ତତ୍ସମ ଶବ୍ଦ ଓଡ଼ିଆ ଭାଷାରେ ବ୍ୟବହୃତ ହୋଇପାରିଛି । ଯାହାକି ପରିବର୍ତ୍ତିତ ଅର୍ଥ ବହନ କରି ପ୍ରକାଶିତ ହୋଇଛି ।
Files
IJCRM202651189.pdf
Files
(449.2 kB)
| Name | Size | Download all |
|---|---|---|
|
md5:525afb1676bde3339d48afad7f456ebf
|
449.2 kB | Preview Download |