Published June 2, 2026 | Version NA

ବିଜୟ ମିଶ୍ରଙ୍କ ନାଟକ 'ଏଠି ସେଠି ସବୁଠି: ଅସହାୟ ମଣିଷର ଜୀବନ୍ତ ଆଲେଖ୍ୟ

  • 1. ଡକ୍ଟର ତ୍ରିଲୋଚନ ଜେନା, ଅଧ୍ୟାପକ, ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକ

Description

୧୯୭୦ ପରବର୍ତ୍ତି ଓଡ଼ିଶାର ପରିବର୍ତ୍ତିତ ସାମାଜିକ ଜୀବନର ଚିତ୍ର ଆଲୋଚ୍ୟ ନାଟକ ‘ଏଠି ସେଠି ସବୁଠିରେ ଦେଖିବାକୁ ପାଉ । ପରିବାରରେ ରହିଆସିଥିବା ସ୍ନେହ, ପ୍ରେମ, ବିଶ୍ୱାସରେ ସଙ୍କଟ ଦେଖାଦେଇଛି । ମଣିଷ ମଣିଷ ଭିତରେ ମାନବିକତାର ମୃତୁ୍ୟ ଘଟିଛି । ବିଶେଷ କରି ନାଟ୍ୟକାର ପାରିବାରିକ ସଂସାରରେ ମାନବିକତାର ମୃତୁ୍ୟକୁ ନିପୂଣ ଭାବରେ ଦର୍ଶାଇଛନ୍ତି । ମଣିଷ ସଦାବେଳେ ଆତ୍ମୀୟଜନକୁ ସର୍ବସ୍ୱ ଭାବୁଥାଏ । ବାସ୍ତବରେ ଉକ୍ତ ନାଟକରେ ତାହା ବ୍ୟତିକ୍ରମ ଘଟିଛି । 

Files

Article No - BPP00430.pdf

Files (235.6 kB)

Name Size
md5:c96b23183bb9202d3e78c47b941d92ef
235.6 kB Preview Download

Additional details

Additional titles

Alternative title (English)
Bijaya Mishranka Natak Athi Sethi Sabuthi: Ashaya Manishara Jibanta Alakhya

Software