Published January 8, 2026 | Version NA
Journal article Open

ଓଡ଼ିଶାରେ ଗୋପାଳ ସମ୍ପ୍ରଦାୟର ସାଂସ୍କୃତିକ ଐତିହ୍ୟ

  • 1. ଗବେଷକ (ସଂସ୍କୃତି ଅଧ୍ୟୟନ ବିଭାଗ, ପ୍ରାଚୀନ) ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

Description

ଗୋପାଳ ବା ଗଉଡ଼ ଜାତି ଏକ ପ୍ରାଚୀନ ଜାତି  । ସାଧାରଣତଃ ଗୋ-ପାଳନ କରୁଥିବାରୁ ଏମାନଙ୍କୁ ଗୋପାଳ କୁହାଯାଏ  । ଏହି ଜାତିର ଇତିହାସ ଯେତିକି ପ୍ରାଚୀନ, ସଂସ୍କୃତି ସେତିକି ଗୌରବମୟ । ଯାଯାବର ଭଳି ଜୀବନ ବଂଚୁଥିବା ଗୋଟିଏ ଜାତି ଅରଣ୍ୟ, ନଦୀକୂଳ ଆଦିରେ ବାସକରି କେମିତି ସାମାଜିକ ସ୍ତରରେ ନିଜ ଅର୍ଥନୈତିକ ସ୍ଥିତିକୁ ସମୃଦ୍ଧି କରି, ସମୟକ୍ରମେ ଏକ ସଂସ୍କୃତି ସମ୍ପନ୍ନ ଜାତି ଭାବରେ ନିଜକୁ ପରିଗଣିତ କରିପାରିଛି ତାହା ପ୍ରତିପାଦନ କରିବା ଏହି ନିବନ୍ଧର ଆଭିମୁଖ୍ୟ 

Files

Article No - BPP00358.pdf

Files (249.4 kB)

Name Size Download all
md5:4068b7c29f89ecccd485fa976dc34f03
249.4 kB Preview Download

Additional details

Additional titles

Alternative title (English)
Odishare Gopal Sampradayara Sanskrutika Aitihya

Software