Published August 21, 2025
| Version NA
Journal article
Open
ବାଥୁଡି ଜନଜାତିର ଦୋଳି ପରମ୍ପରା
Authors/Creators
- 1. ଗବେଷିକା, ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର
Description
ସଂକ୍ଷିପ୍ତସାର
ଓଡିଶାର ଲୋକକଳା ଅଧିକ ପ୍ରିୟ ହେବାର କାରଣ ହେଉଛି ସେଥି ମଧ୍ୟରେ ଥିବା ଭିନ୍ନତା । ବିଭିନ୍ନ ଜନଜାତିର ଲୋକକଳା ଓ ସଂସ୍କୃତି ଅନ୍ୟଠାରୁ ଭିନ୍ନ । ସେ ଦୃଷ୍ଟିରୁ ଆମେ ଯେତେବେଳେ କୌଣସି ସ୍ୱତନ୍ତ୍ର ଜାତି ବା ଜନଜାତିକୁ ବିଚାର କରୁ ଯେତେବେଳେ ସେଥିରେ ଯେଉଁ ନୂତନତ୍ୱ ଭେଟୁ ତାହା ହିଁ ଆମକୁ ଅଧିକ ଆନନ୍ଦପ୍ରଦ ଲାଗେ । ବାଥୁଡି ଜନଜାତିରେ ଯେଉଁ ରଜଦୋଳି ରହିଛି ତାହାର ଇତିହାସ ଏବଂ ସାହିତ୍ୟିକ ମୂଲ୍ୟାଙ୍କନ ଆମର ଏହି ପ୍ରବନ୍ଧରେ ସ୍ଥାନ ପାଇଛି । ବାଥୁଡି ଜନଜାତି ଯେଉଁ ଯେଉଁ ସ୍ୱାତନ୍ତ୍ର୍ୟ ବହନ କରି ଅନ୍ୟ ଜନଜାତିରୁ ଭିନ୍ନ ବୋଲି ମନେ ହୋଇଛି ତାହା ମଧ୍ୟ ଆମ ଆଲୋଚନାର ପରିସରଭୁକ୍ତ ହୋଇଛି ।
Files
Article No - BPP00321.pdf
Files
(203.7 kB)
| Name | Size | Download all |
|---|---|---|
|
md5:3a43c236ab5b4268ae5f360c5484b371
|
203.7 kB | Preview Download |
Additional details
Additional titles
- Other (Odiai)
- ବାଥୁଡି ଜନଜାତିର ଦୋଳି ପରମ୍ପରା
Software
- Repository URL
- https://pracheenews.com/