Published June 16, 2025
| Version NA
Journal article
Open
ଓଡ଼ିଆ ନାଟକ ପର୍ଯ୍ୟାୟରେ ନାଟ୍ୟକାର ରାମଶଙ୍କର
Authors/Creators
- 1. ଶ୍ରୀମତୀ ରୁବିନା ପାତ୍ର, ରମା ଦେବୀ ମହିଳା ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର, ଓଡିଶା
Description
ସଂକ୍ଷିପ୍ତସାର
ମାନବ ସମାଜ କର୍ମମୟ ଜୀବନରେ ଯେତେବେଳେ କ୍ଲାନ୍ତ ହୋଇଯାଏ, ସେତେବେଳେ ଖୋଜେ ଟିକିଏ ଅଶ୍ୱସ୍ତି । ମନୁଷ୍ୟ ଚିତବିନୋଦନ ପାଇଁ ଖୋଜେ ଚିତବିନୋଦନକାରୀ ମାର୍ଗକୁ । ପୂର୍ବକାଳରେ ଯାତ୍ରା, ପାଲା, ସୁଆଙ୍ଗ ଆଦି ଥିଲା ମାନବ ଜୀବନର ମୁଖ୍ୟ ପ୍ରାଣକେନ୍ଦ୍ର । ଏଥି ମଧ୍ୟରୁ ନାଟକର ଉତ୍ପତି, ନାଟକ ଦ୍ୱାରା ଜୀବନର ଉପଲବ୍ଧିକୁ ପ୍ରାପ୍ତ କରିହୁଏ । ଏହି ଶୀର୍ଷକରେ ରାମଶଙ୍କର ରାୟ ନାଟକର ଆଦି ପର୍ଯ୍ୟାୟର କ୍ରମବିକାଶରେ ଭେଟିଦେଇଥିବା ନାଟକ ଗୁଡ଼ିକ ଅତି ସୂକ୍ଷ୍ମତିସୂକ୍ଷ୍ମ ଭାବରେ ବର୍ଣ୍ଣିତ । ନାଟକରେ ଇତିହାସ ଓ ପୁରାଣକୁ ସେ ଗୁରୁତ୍ୱ ଦେଇଛନ୍ତି । ନାଟକରେ ଆଜି ପର୍ଯ୍ୟନ୍ତ ବିକାଶରେ ରାମଶଙ୍କର ରାୟଙ୍କ ନାଟକ ଗୁରୁତ୍ୱାରୋପ କରିଛି ।
Files
Article No - BPP00308.pdf
Files
(242.9 kB)
| Name | Size | Download all |
|---|---|---|
|
md5:074b72455c1580d63d155a2b49cde0c8
|
242.9 kB | Preview Download |
Additional details
Additional titles
- Other (Odiai)
- ଓଡ଼ିଆ ନାଟକ ପର୍ଯ୍ୟାୟରେ ନାଟ୍ୟକାର ରାମଶଙ୍କର
Software
- Repository URL
- https://pracheenews.com/