Published August 30, 2024
| Version v1
Journal article
Open
. କାଳିନ୍ଦୀଚରଣଙ୍କ ଗଳ୍ପ ଜଗତରେ ମଣିଷ ଓ ମାନବିକତା
Authors/Creators
- 1. ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ବହୁଗ୍ରାମ ଜୁନିଅର କଲେଜ, ବହୁଗ୍ରାମ, କଟକ
Description
ଓଡ଼ିଆ ଗଳ୍ପ ଜଗତର ମୂର୍ଦ୍ଧନ୍ୟ ରୂପକାର କାଳିନ୍ଦୀଚରଣ ପାଣିଗ୍ରାହୀ ମାଟି ଓ ମଣିଷର କଥାକାର । ମଣିଷ ଭିତରେ ଅନାବିଳ ଆପଣାପଣ ଜାଗ୍ରତ ହେଲେ ସେ ଦେବତାସ୍ତରକୁ ଉତ୍ତୀର୍ଣ୍ଣ ହୋଇପାରିବ ବୋଲି ତାଙ୍କ କଥା ସାହିତ୍ୟ ପାଠକଙ୍କୁ ଭରସାଦିଏ । ତାଙ୍କ ଗପଗୁଡ଼ିକରେ ସାଧାରଣ ମଣିଷକୁ ନାୟକତ୍ତ୍ୱ ପ୍ରଦାନ କରିବାପାଇଁ ଥାଏ ଏକପ୍ରକାର ଉଦ୍ଘୋଷଣା । ମୁଖ୍ୟତଃ ଗ୍ରାମ୍ୟ ଚରିତ୍ର ଆଧାରିତ ତାଙ୍କ ଗଳ୍ପ ସମୂହ ଯେଉଁ ମାନବୀୟ ସଂବେଦନର ସ୍ୱାକ୍ଷର ଲେଖେ, ତାହା ଅବଶ୍ୟ ଆଦର୍ଶ ସ୍ଥାନୀୟ ।
Files
3.pdf
Files
(285.2 kB)
| Name | Size | Download all |
|---|---|---|
|
md5:fd47ce3f734587b09db590d3ad40eb96
|
285.2 kB | Preview Download |
Additional details
Software
- Repository URL
- https://pracheenews.com/