Published August 30, 2024
| Version NA
Journal article
Open
ରେଙ୍ଗୁନ୍ ଯାତ୍ରାରେ ଓଡିଆ କୁଲି
Authors/Creators
- 1. ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ ଫକୀରମୋହନ ବିଶ୍ୱବିଦ୍ୟାଳୟ,ବ୍ୟାସବିହାର ବାଲେଶ୍ୱର-୭୫୬୦୮୯
Description
ମଣିଷ ସମାଜରେ ଜନ୍ମ ଗ୍ରହଣ କରିଛି ମାନେ ତା ଲାଗି କର୍ମ ଓ ଖାଦ୍ୟ ଅଛି। କେତେବେଳେ ତା ହାତ ପାନ୍ତାରେ ଥାଏ ତ ପୁଣି ଆଉ କେତେକ ସମୟରେ ବହୁ ଦୂରକୁ ଯାଇ ଖାଦ୍ୟ ସଂଗ୍ରହ କରିଥାଏ। ପରିସ୍ଥିତିର ତାଡନାରେ ଆଜି ଯେ ଧନୀ କାଲି ସେ ଗରିବ ହୁଏ। ଓଡ଼ିଶାର ଅଧିକାଂଶ ଲୋକ ବିଦେଶ ଯାଇ କୁଲି, ମଜୁରୀ, ଗୋତି କାମ କରି ନିଜନିଜର ଉଦର ପୋଷଣ କରିବା ଏକ ଚିନ୍ତାର ବିଷୟ। ଓଡ଼ିଶାରେ ସବୁ ଥାଇ ମଧ୍ୟ ଆମେ ପରପାଖରେ ହାତ ପତାଇବା ବାସ୍ତବିକ୍ ଏକ ଦୁଃଖଦ ଘଟଣା। ଅଧିକାଂଶ କୁଲି ରେଙ୍ଗୁନ୍ ଯାଇ ନିଜର ଜୀବିକା ନିର୍ବାହ କରୁଥିବା ଚିତ୍ର ଆମେ ଅନେକ ଓଡ଼ିଆ କବିତା, ଗଳ୍ପରୁ ଚିତ୍ର ପାଇପାରୁଛେ। ସମାଜରେ ଧନୀ, ସାହୁକାର, ଜମିଦାରମାନଙ୍କ ଶୋଷଣ ମାତ୍ରା ବଢିବା ଏବଂ ସାଧାରଣ ମଣିଷ ଆହୁରି ତଳକୁ ଖସିବାର ନିଚ୍ଛକ ଚିତ୍ର ପ୍ରତିପାଦିତ ହୋଇଛି।
Files
2.pdf
Files
(237.9 kB)
| Name | Size | Download all |
|---|---|---|
|
md5:d9c9932650d5f1d1f738126e4d957a03
|
237.9 kB | Preview Download |
Additional details
Additional titles
- Other (Odia)
- ରେଙ୍ଗୁନ୍ ଯାତ୍ରାରେ ଓଡିଆ କୁଲି
Software
- Repository URL
- https://pracheenews.com/