Published August 30, 2024 | Version v1
Journal article Open

ଆରିଷ୍ଟଟଲ୍ କାବ୍ୟତତ୍ତ୍ୱ

  • 1. ସହକାରୀ ପ୍ରଫେସର,ଓଡ଼ିଆ ବିଭାଗ ବିଶ୍ୱଭାରତୀ, ଶାନ୍ତିନିକେତନ-୭୩୧୨୩୫

Description

ପାଶ୍ଚାତ୍ୟ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଗ୍ରୀକ୍ର ବିଖ୍ୟାତ ଦାର୍ଶନିକ ଆରିଷ୍ଟଟଲ୍ (ଖ୍ରୀ:ପୂ:୩୮୪-୩୨୨)ଙ୍କ ସ୍ଥାନ ସର୍ବଦା ମହତ୍ତ୍ୱପୂର୍ଣ୍ଣ ପାଶ୍ଚାତ୍ୟ ବିଦ୍ୱାନ୍ମାନଙ୍କର ଆଦିଆଚାର୍ଯ୍ୟ ଭାବେ ତାଙ୍କୁ ଗ୍ରହଣ କରାଯାଏ ପ୍ରଥମତଃ ପ୍ରସିଦ୍ଧ ଦାର୍ଶନିକ ପ୍ଲାଟୋଙ୍କ ପି୍ରୟ ଶିଷ୍ୟ ଭାବରେ ସେ ଯେତିକି ପରିଚିତ, ବିଶ୍ୱବିଜେତା ଆଲେକଜାଣ୍ଡାରଙ୍କ ଗୁରୁ ଭାବରେ ମଧ୍ୟ ସେତିକି ଖ୍ୟାତ ନିଜ ଜୀବନକାଳ ମଧ୍ୟରେ ସେ ପ୍ରାୟତଃ ଚାରିଶହରୁ ଅଧିକ ଗ୍ରନ୍ଥ ରଚନା କରିଥିଲେ, ଯେଉଁଥିରେ ତର୍କଶାସ୍ତ୍ର, ପଦାର୍ଥ ବିଜ୍ଞାନ, ମନୋବିଜ୍ଞାନ, ପ୍ରାକୃତିକ ଇତିହାସ, ପ୍ରାଣୀ ବିଜ୍ଞାନ, ଜ୍ୟୋର୍ତିବିଜ୍ଞାନ, ଅଧ୍ୟାତ୍ମ ଶାସ୍ତ୍ର, ଗଣିତ, ସଙ୍ଗୀତ, ଶରୀର ବିଜ୍ଞାନ, ରାଜନୀତି ବିଜ୍ଞାନ, ଅର୍ଥନୀତି, ଅଳଙ୍କାରଶାସ୍ତ୍ର କାବ୍ୟଶାସ୍ତ୍ର ଆଦି ଅନ୍ତର୍ଭୁକ୍ତ କାବ୍ୟଶାସ୍ତ୍ରହେଉଛି ତାଙ୍କର ଶେଷ ଗ୍ରନ୍ଥ ଅନ୍ୟାନ୍ୟ ଗ୍ରନ୍ଥ ରଚନାର ସମ୍ପୂର୍ଣ୍ଣ ଦକ୍ଷତା ଲାଭ କରି ସେ ଏହି ଗ୍ରନ୍ଥକୁ ରଚନା କରିଛନ୍ତି ଛବିଶିଟି ଅଧ୍ୟାୟ ବିଶିଷ୍ଟ ଏହିକାବ୍ୟତତ୍ତ୍ୱଗ୍ରନ୍ଥକୁ ଆଧାର କରି ତାଙ୍କ କାବ୍ୟତତ୍ତ୍ୱକୁ ବିଚାର କରାଯାଇପାରେ

Files

1.pdf

Files (286.0 kB)

Name Size Download all
md5:81981409023d5b38ecc6ad618eaeab41
286.0 kB Preview Download

Additional details

Additional titles

Other (Odia)
ଆରିଷ୍ଟଟଲ୍ କାବ୍ୟତତ୍ତ୍ୱ

Software